ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta | 02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta | 02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta
ରାଜନୀତି

ସୁଜାତାଙ୍କୁ ନେଇ ବିଜେଡିରେ ମତଭେଦ, ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ

ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନକୁ ନେଇ ଦଳ ଭିତରେ ମତଭେଦ ଥିବା ଚର୍ଚ୍ଚା ଜୋର ଧରିଛି। କେତେକ ବରିଷ୍ଠ ନେତା ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଏହି ପରିସ୍ଥିତିରେ ଦଳର ନେତାମାନେ ବିଭିନ୍ନ ଜିଲ୍ଲାରେ ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରୁଛନ୍ତି। କେନ୍ଦୁଝର ଓ କଟକ-ଚୌଦ୍ୱାର ଅଞ୍ଚଳରେ ବୈଠକ ହୋଇଥିବା ବେଳେ ଦଳୀୟ ଏକତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି।

ତେବେ ବିଜେଡିର କେତେକ ନେତା ଦଳ ଭିତରେ ବଡ଼ ଧରଣର ଅସନ୍ତୋଷ ନଥିବା କହିଛନ୍ତି। ଆଗାମୀ ଦିନରେ ସୁଜାତାଙ୍କ ଦଳୀୟ ଭୂମିକା ଓ ନେତୃତ୍ୱର ଡ୍ୟାମେଜ୍ କଣ୍ଟ୍ରୋଲ୍ ରଣନୀତି ଉପରେ ରାଜନୈତିକ ମହଲର ନଜର ରହିଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ